{
	"@metadata": {
		"authors": [
			"Jnanaranjan Sahu",
			"MKar",
			"Matma Rex",
			"Odisha1",
			"Psubhashish"
		]
	},
	"abusefilter-edit-builder-vars-global-user-groups": "ଏହି ବ୍ୟବହାରକାରୀ ଥିବା ଗୋଷ୍ଠୀ ଗୁଡିକ",
	"centralauth": "ଗ୍ଲୋବାଲ ଏକାଉଣ୍ଟ ସଞ୍ଚାଳକ",
	"centralauth-account-exists": "ଖାତା ତିଆରି କରାଯାଇପାରିବ ନାହିଁ: ଅନୁରୋଧ କରାଯାଇଥିବା ଇଉଜର ନାମ ଆଗରୁ ଏକାକୀକରଣ ଲଗ ଇନ ସିଷ୍ଟମରେ ନିଆ ସରିଅଛି ।",
	"centralauth-account-exists-reset": "$1 ଇଉଜର ନାମଟି ଏହି ଉଇକିରେ ପଞ୍ଜିକରଣ କରାଯାଇନାହିଁ, କିନ୍ତୁ ଏହା ଏକାକୀକାରଣ ଲଗ ଇନ ସିଷ୍ଟମରେ ରହିଅଛି ।",
	"centralauth-admin-already-unmerged": "$1କୁ ବାଦ ଦିଆଗଲା, ଆଗରୁ ଯୋଡ଼ାଣରୁ ବାହାର କରାଯାଇଅଛି",
	"centralauth-admin-bad-input": "ବଛା ଜିନିଷର ଯୋଡ଼ାଣଟି ଅବୈଧ",
	"centralauth-admin-blocked-reason": "କାରଣ: $1",
	"centralauth-admin-blocked2": "ଅଟକାଯାଇଛି, $3ରେ $2ର ମିଆଦ ପୂରିଲା",
	"centralauth-admin-blocked2-indef": "ଅସୀମିତ କାଳ ପାଇଁ ଅଟକାଯାଇଛି",
	"centralauth-admin-blocklog": "ଲଗଟିକୁ ଅଟକାଇଦେବେ",
	"centralauth-admin-delete-button": "ଏହି ଖାତାଟିକୁ ଲିଭାଇଦିଅନ୍ତୁ",
	"centralauth-admin-delete-confirm": "ଆପଣ ପ୍ରକୃତରେ ଏହି ଖାତାଟିକୁ ବନ୍ଦ କରିବାକୁ ଚାହୁଁଛନ୍ତି ?",
	"centralauth-admin-delete-description": "ଜଗତ ଖାତାଟି ଲିଭାଇଦେଲେ ଏହା ଆପଣଙ୍କ ଜଗତ ପସନ୍ଦସମୂହକୁ ବି ଲିଭାଇଦେବ, ଯୋଡ଼ାଯାଇଥିବା ସବୁ ସ୍ଥାନୀୟ ଖାତାକୁ ମୁକୁଳାଇ ଜଗତ ନାମଟି ଆଉଜଣେ ସଭ୍ୟଙ୍କ ପାଇଁ ଛାଡ଼ିଦିଅନ୍ତୁ ।\nସ୍ଥାନୀୟ ଖାତାସବୁ ଆଗପରି କାମ କରିବ ।\nସ୍ଥାନୀୟ ଖାତାସବୁର ପାସବାର୍ଡ଼ ଯୋଡ଼ାଯିବା ଆଗରୁ ଥିବା ପାସବାର୍ଡ଼କୁ ଫେରିଯିବ ।",
	"centralauth-admin-delete-nonexistent": "ଭୁଲ: \"<nowiki>$1</nowiki>\" ବିଶ୍ଵ ଖାତାଟି ନାହିଁ ।",
	"centralauth-admin-delete-success": "\"<nowiki>$1</nowiki>\" ଙ୍କର ଖାତାଟି ପୁରାପୁରି ଲିଭିଗଲା",
	"centralauth-admin-delete-title": "ଖାତାଟିକୁ ଲିଭାଇଦେବେ",
	"centralauth-admin-hidden-list": "ସାଧାରଣ ତାଲିକାମାନଙ୍କରୁ",
	"centralauth-admin-hidden-oversight": "ଅଜାଣତ ଅଣଦେଖା",
	"centralauth-admin-info-editcount": "ମୋଟ ସମ୍ପାଦନା:",
	"centralauth-admin-info-groups": "ଗ୍ଲୋବାଲ {{PLURAL:$1|ଦଳ|ଦଳମାନ}}:",
	"centralauth-admin-info-header": "ଗ୍ଲୋବାଲ ଏକାଉଣ୍ଟ ସୂଚନା",
	"centralauth-admin-info-hidden": "କିଳାଯାଇଥିବା ସ୍ତର:",
	"centralauth-admin-info-locked": "କିଳାଯାଇଅଛି:",
	"centralauth-admin-info-registered": "ପଞ୍ଜିକୃତ:",
	"centralauth-admin-info-username": "ବ୍ୟବହାରକାରୀ ନାମ :",
	"centralauth-admin-intro": "ଏହି ଇଣ୍ଟରଫେସ କେବଳ ବିଶ୍ଵ ଖାତାର ପରିଚାଳନା ନିମନ୍ତେ ବ୍ୟବହାର କରାଯିବ ।",
	"centralauth-admin-list-attached-on": "କାହା ସହ ଯୋଡ଼ା:",
	"centralauth-admin-list-blocked": "ଅଟକାଯାଇଥିବା",
	"centralauth-admin-list-editcount": "ସମ୍ପାଦନା ଗଣନ",
	"centralauth-admin-list-groups": "ଦଳ",
	"centralauth-admin-list-legend-ro": "ସ୍ଥାନୀୟ ଖାତାଗୁଡ଼ିକର ତାଲିକା",
	"centralauth-admin-list-legend-rw": "ଯୋଡ଼ି ରହିଥିବା ସ୍ଥାନୀୟ ଖାତାଗୁଡ଼ିକୁ ଅଲଗା କରିଦେବେ",
	"centralauth-admin-list-localwiki": "ସ୍ଥାନୀୟ ଉଇକି",
	"centralauth-admin-list-method": "ଧାରା",
	"centralauth-admin-logsnippet": "ଆଗର ବିଶ୍ଵ ଖାତାର ବଦଳ",
	"centralauth-admin-lookup-ro": "ସଭ୍ୟଙ୍କ ବିବରଣୀ ଦେଖିବେ",
	"centralauth-admin-lookup-rw": "ସଭ୍ୟ ଖାତା ପରିଚାଳନା କରିବେ",
	"centralauth-admin-manage": "ସଭ୍ୟଙ୍କ ତଥ୍ୟ ପରିଚାଳନା କରନ୍ତୁ",
	"centralauth-admin-merge": "ବଛାଯାଇଥିବା ବସ୍ତୁ ସବୁକୁ ମିଶାଇଦେବେ",
	"centralauth-admin-multi-intro": "ଏକାଧିକ ଗ୍ଲୋବାଲ ଏକାଉଣ୍ଟ ଥରକରେ ଅପଡେଟ କରନ୍ତୁ",
	"centralauth-admin-multi-notfound": "ଖୋଜାରୁ କୌଣସି ସଭ୍ୟ ନାମ ନିଳିନା ନାହିଁ ।",
	"centralauth-admin-multi-searchprefix": "କିମ୍ବା, ସଭ୍ୟ ନାମରେ ଲାଗିଥିବା ଉପସର୍ଗ ଖୋଜନ୍ତୁ",
	"centralauth-admin-multi-username": "ନୂଆ ଧାଡ଼ିରେ ଅଲଗା ହୋଇଥିବା ଗୋଟିଏ କିମ୍ବା ଅଧିକ ସଭ୍ୟ ନାମ ଦିଅନ୍ତୁ",
	"centralauth-admin-no": "ନାହିଁ",
	"centralauth-admin-no-unified": "ଏହି ଇଉଜର ନାମରେ ଗୋଟିଏ ବି ଏକୀକରଣ କରାଯାଇଥିବା ଖାତା ନାହିଁ ।",
	"centralauth-admin-none-selected": "ବଦଳାଇବା ନିମନ୍ତେ କୌଣସିଟି ଖାତା ରହିଲା ନାହିଁ ।",
	"centralauth-admin-nonexistent": "\"<nowiki>$1</nowiki>\"ଙ୍କ ପାଇଁ ଗୋଟିଏ ବି ବିଶ୍ଵ ଖାତା ନାହିଁ",
	"centralauth-admin-not-authorized": "ଏହି କାମ କରିବା ପାଇଁ ଆପଣଙ୍କୁ ଅନୁମତି ମିଳିନାହିଁ",
	"centralauth-admin-permission": "କେବଳ ଷ୍ଟିବାର୍ଡ଼ଗଣ ବାକି ଲୋକମାନଙ୍କ ଖାତାସବୁକୁ ସେମାନଙ୍କ ପାଇଁ ଯୋଡ଼ି ପାରିବେ ।",
	"centralauth-admin-reason": "କାରଣ:",
	"centralauth-admin-reason-other": "ବାକି/ଅଧିକ କାରଣ:",
	"centralauth-admin-reason-other-select": "ବାକି କାରଣ:",
	"centralauth-admin-setstatus-success": "ଆପଣ ନିଜର ଜଗତୀକରଣ ଖାତାର ସ୍ଥିତି ସଫଳ ଭାବେ ବଦଳାଇ ଦେଲେ ।",
	"centralauth-admin-status": "ଜଗତୀକରଣ ଖାତାର  ସ୍ଥିତି ଥୟ କରିବେ",
	"centralauth-admin-status-hidden": "ଲୁକ୍କାୟିତ:",
	"centralauth-admin-status-hidden-list": "ଖାତାଟି ସର୍ବସାଧାରଣ ତାଲିକାରୁ ଲୁଚାଯାଇଅଛି",
	"centralauth-admin-status-hidden-no": "ଖାତାଟି ଲୁଚାଯାଇନାହିଁ",
	"centralauth-admin-status-hidden-oversight": "ଖାତାଟି ପୁରାପୁରି ଲୁଚାଇ ଦିଆଗଲା",
	"centralauth-admin-status-intro": "ଏହି ବିଶ୍ଵ ଖାତାର ସ୍ଥିତିକୁ ଥୟ କରିବା ନିମନ୍ତେ ଆପଣ ଏହି ଫର୍ମଟି ବ୍ୟବହାର କରିପାରିବେ ।",
	"centralauth-admin-status-locked": "କିଳାଯାଇଅଛି:",
	"centralauth-admin-status-locked-no": "ଖାତାଟି କିଳାଯାଇନାହିଁ",
	"centralauth-admin-status-locked-yes": "ଖାତାଟି ସମ୍ପାଦନା କରିବାରୁ କିଳାଯାଇଅଛି",
	"centralauth-admin-status-nonexistent": "ଭୁଲ: \"<nowiki>$1</nowiki>\" ବିଶ୍ଵ ଖାତାଟି ନାହିଁ ।",
	"centralauth-admin-status-reasons": "* ସାଧାରଣ କିଳାଯିବା କାରଣସବୁ\n** କେବଳ ଗଣ୍ଡଗୋଳ ଖାତା\n** କେବଳ ସ୍ପାମ ଖାତା\n* ସାଧାରଣ କିଳିବା ଓ ଲୁଚାଇବା କାରଣମାନ\n** ଅପମାନଜନକ ଇଉଜର ନାମ\n** ଅନୁପଯୋଗୀ ବ୍ୟକ୍ତିଗତ ତଥ୍ୟ",
	"centralauth-admin-status-submit": "ସ୍ଥିତି ଥୟ କରିବେ ।",
	"centralauth-admin-suppressreason": "$1 ଦ୍ରେଇ ବିଶ୍ଵସ୍ତରରେ ଚପାଇ ଦିଆଯାଇଅଛି କାରଣ: $2",
	"centralauth-admin-title": "$1 ପାଇଁ ଗ୍ଲୋବାଲ ଏକାଉଣ୍ଟ ସଞ୍ଚାଳକ",
	"centralauth-admin-unattached": "ଯୋଡ଼ିହୋଇ ନାହିଁ",
	"centralauth-admin-unhide-nonexistent": "ଭୁଲ: \"<nowiki>$1</nowiki>\" ଖାତାଟି ନାହିଁ ।",
	"centralauth-admin-unmerge": "ବଛାଯାଇଥିବା ବସ୍ତୁ ସବୁକୁ ମିଶାଇବାରୁ ଅଲଗା କରିବେ",
	"centralauth-admin-unmerge-success": "$1 ଟି {{PLURAL:$1|ଖାତା|ଖାତା}} ସଫଳଭାବେ ଯୋଡ଼ାଣରୁ ବାହାର କରାଗଲା",
	"centralauth-admin-username": "ବ୍ୟବହାରକାରୀଙ୍କ ନାମ:",
	"centralauth-admin-view": "ଖାତା ସୂଚନା ଦେଖନ୍ତୁ",
	"centralauth-admin-yes": "ହଁ",
	"centralauth-attach-list-attached": "ଯୋଡ଼ାଯାଇଥିବା ଏକ ଖାତା \"$1\" ଭିତରେ ଏହି ସବୁ ଖାତା ରହିଅଛି:",
	"centralauth-attach-submit": "ଖାତା ଘୁଞ୍ଚାଇବେ",
	"centralauth-attach-success": "ଏହି ଖାତାଟି ଏକ ମିଶା ଖାତାକୁ ଘୁଞ୍ଚାଇଦିଆଗଲା ।",
	"centralauth-attach-text": "ଏହି ଖାତାଟି ଏ ଯାଏଁ ଏକାକୀକରଣ ହୋଇଥିବା ଖାତାକୁ ଘୁଞ୍ଚାଯାଇ ନାହିଁ ।\nଯଦି ବିଶ୍ଵ ଖାତାଟି ବି ଆପଣଙ୍କର ତେବେ ଆପଣ ବିଶ୍ଵ ସ୍ତରର ଖାତାର ପାସବାର୍ଡ଼ ଦିଅନ୍ତୁ :",
	"centralauth-attach-title": "ଖାତାଟିକୁ ଥୟ କରିବେ",
	"centralauth-block-already-locked": "[[Special:CentralAuth/$1|$1]] ବ୍ୟବାହରକାରୀକୁ ବାରଣ କରାଯାଇଛି ।",
	"centralauth-complete": "ଲଗ-ଇନ ଏକାକୀକରଣ ଶେଷ ହେଲା !",
	"centralauth-complete-text": "ଏବେ ନୂଆ ଖାତା ନ ଖୋଲି ମଧ୍ୟ ଯେକୌଣସି {{int:Centralauth-groupname}} ସାଇଟକୁ ଯାଇପାରିବେ ।",
	"centralauth-days-ago": "$1 {{PLURAL:$1|ଦିନ|ଦିନ}} ଆଗରୁ",
	"centralauth-desc": "{{int:Centralauth-groupname}} ସବୁରେ [[Special:MergeAccount|ଖାତାଗୁଡ଼ିକୁ ମିଶାଇଦେବା]]",
	"centralauth-disabled-dryrun": "ଖାତା ଏକାକୀକରଣ ଏବେ କେବଳ ଏକ ଦେଖଣା / ଭୁଲ ସୁଧରା ଅବସ୍ଥାରେ ରହିଅଛି, ତେଣୁ ପ୍ରକୃତ ଏକାକୀକରଣ କାମ ଏବେ ଅଚଳ କରାଯାଇଅଛି ।\nସେଥି ନିମନ୍ତେ ଆମ୍ଭେ କ୍ଷମା ମାଗୁଅଛୁଁ!",
	"centralauth-editgroup-display": "ଗୋଠର ଆଞ୍ଚଳିକ ନାମ",
	"centralauth-editgroup-display-edit": "$2 ([[MediaWiki:Group-$1|ଏଡିଟ]])",
	"centralauth-editgroup-editsets": "([[Special:EditWikiSets|ସମ୍ପାଦନା]])",
	"centralauth-editgroup-fieldset": "$1 ପାଇଁ ଅନୁମତି",
	"centralauth-editgroup-member": "ଗୋଠର ସଭ୍ୟଗଣଙ୍କ ଆଞ୍ଚଳିକ ନାମ",
	"centralauth-editgroup-member-edit": "$2 ([[MediaWiki:Group-$1-member|ସମ୍ପାଦନା]])",
	"centralauth-editgroup-members": "ସଭ୍ୟମାନଙ୍କ ତାଲିକା:",
	"centralauth-editgroup-members-link": "[[Special:GlobalUsers/$1|$2 ଅଧିକାର ଥିବା ସଭ୍ୟମାନଙ୍କ ତାଲିକା]]",
	"centralauth-editgroup-name": "ଗୋଠର ନାଆଁ:",
	"centralauth-editgroup-noset": "(କିଛି ନାହିଁ)",
	"centralauth-editgroup-perms": "ଅନୁମତି ଆରୋପିତ କରିବେ:",
	"centralauth-editgroup-reason": "କାରଣ:",
	"centralauth-editgroup-restrictions": "ଏହି ଗୋଠ ସଚଳ ଥିବା ଉଇକି ସମୂହ:",
	"centralauth-editgroup-submit": "ଗୋଠ ଅନୁମତିମାନଙ୍କରେ ବଦଳସବୁକୁ ସାଇତିବେ",
	"centralauth-editgroup-success": "ଗୋଠ ଅନୁମତିମାନ ବଦଳାଗଲା",
	"centralauth-editgroup-success-text": "ଆପଣ ସଫଳ ଭାବେ $1 ଗୋଠ ଲାଗି ଗୋଠର ଅନୁମତି ବଦଳାଇଦେଲେ ।\n[[Special:GlobalGroupPermissions|ଗୋଠ ପରିଚାଳନାକୁ ଲେଉଟିବେ]]",
	"centralauth-editset": "ଉଇକି ଗୋଠ",
	"centralauth-editset-badname": "ଖାଲି ଅବା ଅବୈଧ ଗୋଠ ନାମ",
	"centralauth-editset-badtype": "ଅବୈଧ ଗୋଠ ନାମ",
	"centralauth-editset-badwikis": "ତଳଲିଖିତ {{PLURAL:$2|ଉଇକିଟି ନାହିଁ|ଉଇକିମାନ ନାହାନ୍ତି}} : $1.",
	"centralauth-editset-intro-ro": "ତଳେ ଆଗରୁ ଥିବା ଉଇକି ଗୋଠମାନଙ୍କର ତାଲିକା ଦିଆଗଲା ।",
	"centralauth-editset-intro-rw": "ତଳଲିଖିତ ଉଇକି ଗୋଠମାନ ଆଗରୁ ତିଆରି ସରିଛି  ।\nଆପଣ ଶେଠୀ ଭିତରୁ କିଛିକୁ ଦେଖିପାରିବେ, ବଦଳାଇ ପାରିବେ ବା ନୂଆ ଗୋଠଟିଏ ତିଆରି କରିପାରିବେ ।",
	"centralauth-editset-item-rw": "[[Special:WikiSets/$2|$1]] ([[Special:WikiSets/delete/$2|ଲିଭାଇବେ]])",
	"centralauth-editset-legend-delete": "\"$1\"‌ ଉଇକି ବର୍ଗ ଲିଭାଉଛି",
	"centralauth-editset-legend-edit": "ଉଇକି ଗୋଠ \"$1\" ବ୍ୟବହାର କରୁଅଛି",
	"centralauth-editset-legend-new": "ନୂଆ ଉଇକି ଗୋଠ ତିଆରୁଛି",
	"centralauth-editset-legend-ro": "ଉଇକି ଗୋଠର ତାଲିକା",
	"centralauth-editset-legend-rw": "ଉଇକି ଗୋଠ ତିଆରି ବା ସମ୍ପାଦନା କରିବେ",
	"centralauth-editset-legend-view": "ଉଇକି ଗୋଠ \"$1\"",
	"centralauth-editset-name": "ନାମ:",
	"centralauth-editset-new": "ଏକ ନୂଆ ଗୋଠ ତିଆରିବେ",
	"centralauth-editset-notfound": "\"$1\" ଉଇକି ଗୋଠଟି ମିଳିଲା ନାହିଁ ।",
	"centralauth-editset-nouse": "(କିଛି ନାହିଁ)",
	"centralauth-editset-nowikis": "କୌଣସିଟି ଉଇକି ଦିଆଯାଇନାହିଁ ।",
	"centralauth-editset-optin": "ବିକଳ୍ପ ଭିତ୍ତିକ (କେବଳ କିଛି ବଛା ଉଇକି ନିମନ୍ତେ)",
	"centralauth-editset-optout": "ବାହାର ବଛା ଭିତ୍ତିକ (ସୂଚିତ ଉଇକିକୁ ଛାଡ଼ି ବାକି ସବୁ ଉଇକିରେ)",
	"centralauth-editset-reason": "କାରଣ:",
	"centralauth-editset-restwikis": "ଉପରେ ନଥିବା ଉଇକିମାନ:",
	"centralauth-editset-return": "ମୂଳ ଦେଖଣା ଲେଉଟି ଯାଆନ୍ତୁ",
	"centralauth-editset-setexists": "ଆଗରୁ ସେହି ଏକା ନାମରେ ଥିବା ଗୋଠ",
	"centralauth-editset-submit": "ଦାଖଲକରିବା",
	"centralauth-editset-submit-delete": "ଲିଭାନ୍ତୁ",
	"centralauth-editset-success": "ଉଇକି ଗୋଠ ସଫଳଭାବେ ବଦଳାଗଲା ।",
	"centralauth-editset-success-delete": "ଉଇକି ଗୋଠଟି ସଫଳଭାବେ ଲିଭାଗଲା ।",
	"centralauth-editset-type": "ପ୍ରକାର:",
	"centralauth-editset-usage": "ଗୋଠାରେ ବ୍ୟବହାର ହୋଇଥିବା:",
	"centralauth-editset-wikis": "ବିକିସ:",
	"centralauth-error-locked": "ଆପଣଙ୍କ ଖାତାଟି ବନ୍ଦ କରାଯାଇଥିବାରୁ ଆପଣ କିଛି ବଦଳାଇପାରିବେ ନାହିଁ ।",
	"centralauth-finish-incomplete": "ଏହି ପାସବାର୍ଡ଼ ବ୍ୟବହାର କରି ଅନେକ ଗୁଡ଼ିଏ ଖାତା ଏକ କରାଯାଇଅଛି ।\nବାକି କିଛି ଖାତା ଆହୁରି ଥୟ ହେବାପାଇଁ ଅଛନ୍ତି ।",
	"centralauth-finish-login": "ଲଗ-ଇନ (Login)",
	"centralauth-finish-noconfirms": "ଏହି ପାସବାର୍ଡ଼ଟି ବ୍ୟବହାର କରି ଗୋଟିଏ ବି ଖାତା ଥୟ କରାଯାଇ ପାରିବ ନାହିଁ ।",
	"centralauth-finish-password": "ପାସୱାର୍ଡ଼",
	"centralauth-finish-problems": "ଆପଣ ଅସୁବିଧାରେ ପଡ଼ିଛନ୍ତି କି, ଅବା ଆପଣ ଏହି ସବୁ ଖାତାର ମାଲିକ ନୁହଁନ୍ତି?\n[[m:Special:MyLanguage/Help:Unified login|କିପରି ସହଯୋଗ ଲାଭ କରିବେ]]…",
	"centralauth-finish-send-confirmation": "ପାସବାର୍ଡ଼ଟିକୁ ଇମେଲ କରି ପଠାଇବେ",
	"centralauth-finish-text": "ଯଦି ଏହି ଖାତାସବୁ ଆପଣଙ୍କର ତେବେ ଆପଣ ଏଠାରେ ବାକି ଖାତାମାନଙ୍କର ପାସୱାର୍ଡ଼ ଟାଇପ କରି ଲଗ ଇନ ଏକାକୀକରଣ ପ୍ରକ୍ରିୟାକୁ ସହଜରେ ଶେଷ କରିପାରିବେ:",
	"centralauth-finish-title": "ଯୋଡ଼ାଣ ସାରିବେ",
	"centralauth-foreign-contributions": "$2ରେ $1 ଗୋଟି {{PLURAL:$1|ଅବଦାନ|ଅବଦାନଗୁଡିକ}}",
	"centralauth-foreign-link": "ଇଉଜର $1  $2 ଠାରେ",
	"centralauth-globalgroupperms-creategroup-submit": "ଅନୁମତି ବାଣ୍ଟିବେ",
	"centralauth-globalgroupperms-newgroupname": "ନୂଆ ଗୋଠ ନାମ:",
	"centralauth-globalgroupperms-nogroups": "କୌଣସି ଟି ବିଶ୍ଵ ଗୋଠ ବତାଯାଇନାହିଁ ।",
	"centralauth-hidden-blockreason": ": $3 ପାଇଁ $1 ଙ୍କ ଦେଇ $2 ଠାରେ ଲୁଚାଯାଇଛି",
	"centralauth-hours-ago": "$1 {{PLURAL:$1|ଘଣ୍ଟା|ଘଣ୍ଟା}} ଆଗରୁ",
	"centralauth-incomplete": "ଲଗ-ଇନ ଏକାକୀକରଣ ଶେଷ ହୋଇପାରିନାହିଁ !",
	"centralauth-incomplete-text": "ଥରେ ଆପଣଙ୍କ ଲଗ ଇନ ଥୟ ହୋଇଗଲେ ଆପଣ ନୂଆ ଖାତାଟିଏ ତିଆରି ନକରି କୌଣସି {{int:Centralauth-groupname}}ର କୌଣସିଟି ଉଇକିରେ ଲଗ ଇନ କରିପାରିବେ ।",
	"centralauth-invalid-wiki": "ସେହିପରି କିଛି ଉଇକି ଡାଟାବେସ ନାହିଁ: $1",
	"centralauth-list-attached": "\"$1\" ନାମରେ ତଲଲିଖିତ ସବୁ ସାଇଟରେ ଥିବା ଖାତାଟି ଏକ ମିଶା ଖାତାରେ ଆପେଆପେ ଯୋଡ଼ାଯାଇଛି:",
	"centralauth-list-attached-dryrun": "\"$1\" ନାମରେ ତଲଲିଖିତ ସବୁ ସାଇଟରେ ଥିବା ଖାତାଟି ଏକ ମିଶା ଖାତାରେ ଆପେଆପେ ଏହି ଖାତାରେ ଯୋଡ଼ାଯିବ:",
	"centralauth-list-attached-title": "ଯୋଡ଼ା ଖାତାସବୁ",
	"centralauth-list-home-dryrun": "ଏହି ଉଇକିରେ ବ୍ୟବହାର କରାଯାଇଥିବା ପାସବାର୍ଡ ଓ ଇ-ମେଲ ଆପଣଙ୍କ ଏକକ ଖାତାରେ ବ୍ୟବହାର କରାଯିବ ।",
	"centralauth-list-home-title": "ମୂଳ ଉଇକି",
	"centralauth-list-unattached": "\"$1\" ନାମରେ ଥିବା ଖାତାଟି ତଲଲିଖିତ ସବୁ ସାଇଟରେ ଥୟ କରାଯାଇପାରିବ ନାହିଁ;\nକାରଣ ସେସବୁରେ ଅଲଗା ଅଲଗା ପାସବାର୍ଡ଼ ଅଛି ଯାହା ଆପଣଙ୍କ ଏହି ମୂଳ ଖାତାର ପାସୱାର୍ଡ଼ ଠାରୁ ଅଲଗା :",
	"centralauth-list-unattached-title": "ଯୋଡ଼ା ହୋଇନଥିବା ଖାତା",
	"centralauth-listusers-attached": "[[User:$1|ସ୍ଥାନୀୟ ଭାବେ ରହିଛନ୍ତି]]",
	"centralauth-listusers-locked": "କିଳାଯାଇଥିବା",
	"centralauth-listusers-nolocal": "ଯୋଡ଼ାନାହିଁ ବା ସ୍ଥାନୀୟ ଭାବରେ ନାହିଁ ।",
	"centralauth-log-entry-hide": "ବିଶ୍ଵ ଏକାକୀରଣ କରାଯାଇଥିବା ଖାତା \"$1\"ଟି ଲୁଚାଇ ଦିଆଗଲା",
	"centralauth-log-entry-lock": "ବିଶ୍ଵ ଏକାକୀରଣ କରାଯାଇଥିବା ଖାତା \"$1\" କିଳାଯାଇଅଛି",
	"centralauth-log-entry-lockandhide": "ବିଶ୍ଵ ଏକାକୀରଣ କରାଯାଇଥିବା ଖାତା \"$1\" କିଳାଯାଇଅଛି ଓ ଲୁଚାଯାଇଅଛି",
	"centralauth-log-entry-unhide": "ବିଶ୍ଵ ଏକାକୀରଣ କରାଯାଇଥିବା ଖାତା \"$1\" ଦେଖାଗଲା",
	"centralauth-log-entry-unlock": "ବିଶ୍ଵ ଏକାକୀରଣ କରାଯାଇଥିବା ଖାତା \"$1\" କିଳାଯିବାରୁ ଖୋଲାଯାଇଅଛି",
	"centralauth-log-header": "ଏହି ଇତିହାସରେ ଲିଭାଇବା, କିଳିବା ଓ କିଳିବାରୁ ବାହାର କରିବା ଆଦି ବିଶ୍ଵ ଖାତାର କାମସବୁ ରହିଅଛି ।",
	"centralauth-log-name": "ବିଶ୍ଵ ଖାତା ଇତିହାସ",
	"centralauth-log-status-hidden": "ଲୁଚାଯାଇଛି",
	"centralauth-log-status-locked": "କିଳାଯାଇଛି",
	"centralauth-log-status-none": "(କିଛି ନାହିଁ)",
	"centralauth-log-status-oversighted": "ଅଜାଣତରେ ଅଣଦେଖା କରାଯାଇଛି",
	"centralauth-logout-no-others": "{{int:Centralauth-groupname}}ର ବାକି ପ୍ରକଳ୍ପରୁ ଆପଣ ଆପେଆପେ ଲଗଆଉଟ ହୋଇଯାଇଛନ୍ତି",
	"centralauth-logout-progress": "{{int:Centralauth-groupname}}ର ଅନ୍ୟ ସମସ୍ତ ପ୍ରକଳ୍ପରୁ ଆପଣଙ୍କୁ ଲଗଆଉଟ କରୁଅଛୁ:",
	"centralauth-merge-attempt": "'''ଯୋଡ଼ାଯାଇନଥିବା ବାକି ଖାତା ପାଇଁ ପାସବାର୍ଡ଼ ପରଖୁଅଛୁଁ...'''",
	"centralauth-merge-denied": "କ୍ଷମା କରିବେ, ଆପଣଙ୍କୁ ଏହି ପୃଷ୍ଠାଟି ଭିତରକୁ ଯିବାକୁ ଅନୁମତି ନାହିଁ ।",
	"centralauth-merge-dryrun-complete": "ସବୁ ଯାକ ଖାତା ଆପେଆପେ ମିଶାଇଦିଆଯିବ!\nଆପଣଙ୍କ ଖାତାରେ ଏ ଯାଏଁ କିଛି ବଦଳ କରାଯାଇନାହିଁ ।",
	"centralauth-merge-dryrun-home": "ଘୁଞ୍ଚାଇବା ପଦ୍ଧତି ଆପଣଙ୍କ ଇଉଜର ନାମ ପାଇଁ ଆପଣ ମୂଳ ଉଇକି ଖାତାର ମାଲିକ ବୋଲି ଥୟ କରି ପାରିଲା ନାହିଁ ।",
	"centralauth-merge-dryrun-incomplete": "ଆପଣ ଏବେ ଆଗକୁ ବଢ଼ିପାରନ୍ତି, କିନ୍ତୁ କେତେକ ଖାତା ଆପେଆପେ ପରଖାଯାଇପାରିବ ନାହିଁ ଓ ସଙ୍ଗେ ସଙ୍ଗେ ଘୁଞ୍ଚାଯାଇପାରିବ ନାହିଁ ।\nଆପଣ ଏସବୁ ପରେ ଯୋଡ଼ି ପାରିବେ ନାହିଁ ।\n\nଆପଣଙ୍କର ଖାତାରେ ଏ ଯାଏଁ କିଛି ବି ବଦଳାଯାଇନାହିଁ ।",
	"centralauth-merge-dryrun-or": "'''ବା'''",
	"centralauth-merge-home-password": "ଆପଣ ଦେଇଥିବା ପାସବାଡ଼ଟି ମୁଳ ଉଇକିରେ ଥିବା ପାସଉଆଡଠାରୁ ଅଲଗା, ଦୟାକରି ମୁଳ ଉଇକି ପାଇଁ ଠିକ ପାସଉଆଡଟି ଦିଅନ୍ତୁ ।",
	"centralauth-merge-method-admin": "ପରିଛାଙ୍କ ଦେଇ ଥୟ କରାଯାଇଛି",
	"centralauth-merge-method-admin-desc": "ସ୍ଥାନୀୟ ଖାତାଟି ଷ୍ଟୁଆର୍ଡ଼ ମାନଙ୍କ ଦେଇ ମିଶାଇଦିଆଗଲା ବୋଲି ସୂଚାଉଛି ।\nଏହି ସୁବିଧାଟି ଏବେ ସୁର଼କ୍ଷା କାରଣରୁ ଅଚଳ କରାଯାଇଅଛି ।",
	"centralauth-merge-method-empty": "କୌଣସି ଅବଦାନ ନାହିଁ",
	"centralauth-merge-method-empty-desc": "ସ୍ଥାନୀୟ ଖାତାଟିରେ ଗୋଟିଏ ବି ସମ୍ପାଦନା ନଥିବାରୁ ଏହାକୁ ମିଶାଇଦିଆଗଲା ବୋଲି ସୂଚାଉଛି ।",
	"centralauth-merge-method-login": "ଲଗ-ଇନ କଲାବେଳେ ତିଆରି କରାଯାଇଛି",
	"centralauth-merge-method-login-desc": "ଏହା ସୂଚାଉଅଛି ଯେ ସ୍ଥାନୀୟ ଖାତାଟି ଆପେଆପେ ସଭ୍ୟଜଣକ ଲଗ ଇନ କରିବା ବେଳେ ତିଆରି ହୋଇଥିଲା ।",
	"centralauth-merge-method-mail": "ଇମେଲ ଦେଇ ଥୟ କରାଯାଇଛି",
	"centralauth-merge-method-mail-desc": "ସ୍ଥାନୀୟ ଖାତାଟିର ଇ-ମେଲ ଠିକଣା ମୂଳ ଖାତାର ଇ-ମେଲ ସହିତ ମିଶୁଅଛି ବୋଲି ସୂଚାଉଛି ।",
	"centralauth-merge-method-new": "ନୂଆ ଖାତା",
	"centralauth-merge-method-new-desc": "ଏହା ସୂଚାଉଅଛି ଯେ ଜଗତ ଖାତାଟି ଆପେଆପେ ସ୍ଥାନୀୟ ଖାତା ତିଆରି ହେବା ପରେ ପରେ ତିଆରି ହୋଇଥିଲା ।",
	"centralauth-merge-method-password": "ପାସଉଆଡ ଦେଇ ଥୟ କରାଯାଇଛି",
	"centralauth-merge-method-password-desc": "ସଭ୍ୟ ଏକ ସଠିକ ପାସବାର୍ଡ଼ ଦେଇଥିବାରୁ ସ୍ଥାନୀୟ ଖାତାକୁ ମିଶାଇ ଦିଆଗଲା ବୋଲି ସୂଚାଉଛି ।",
	"centralauth-merge-method-primary": "ମୂଳ ଉଇକି",
	"centralauth-merge-method-primary-desc": "ଏହା ହେଉଛି ସେହି ଉଇକି ଯେଉଁଥିରେ ଖାତାସବୁ ଆରମ୍ଭରେ ମିଶାଯାଇଥିଲା ।\nଜାଣିରଖନ୍ତୁ ଯେ ଏହା ସେହି ସଭ୍ୟଙ୍କର ମୂଳ ଉଇକିରୁ ଅଲଗା ।",
	"centralauth-merge-no-accounts": "ଆପଣଙ୍କ ନାଆଁରେ କିଛି ବି ଖାତା ମିଳିଲା ନାହିଁ, ଡାଟାବେସଟି ବୋଧେ ଭୁଲ ଅଛି ।",
	"centralauth-merge-notlogged": "ଦୟାକରି <span class=\"plainlinks\">[$1 ଲଗ ଇନ କରନ୍ତୁ]</span> ଯାହା ଆପଣଙ୍କ ଖାତା ପୁରାପୁରି ମିଶିଯାଇଛି କି ନାହିଁ ଜାଣିବା ନିମନ୍ତେ ସହଯୋଗ କରିବ ।",
	"centralauth-merge-step1-detail": "ଆପଣଙ୍କ ଖାତାର ପାସବାଡ଼ ଦିଅନ୍ତୁ ।\nଆପଙ୍କ ପାସବାଡ଼ ଆଉ ଇ-ମେଲ ଆଇଡ଼ି ସବୁ ବାକି ଉଇକିରେ ଥିବା ଖାତା ସବୁରେ ମିଳାଯିବ ।\nଆପଣ ସେସବୁକୁ ନ ମିଳାଇବା ଯାଏଁ କିଛି ବି ବଦଳାଇବେ ନାହିଁ ।",
	"centralauth-merge-step1-submit": "ଲଗ-ଇନ ସୂଚନା ଠିକ ବୋଲି ଜଣାନ୍ତୁ",
	"centralauth-merge-step1-title": "ଲଗିଇନ ଏକାକିକରଣ ଆରମ୍ଭ କରିବା",
	"centralauth-merge-step2-detail": "ନିର୍ଦେଶିତ ମୂଳ ଉଇକିସହ କେତେକ ଖାତା ଆପେଆପେ ମେଳ କରାଯାଇପାରିବ ନାହିଁ ।\nଯଦି ଏହି ଖାତାସବୁ ଆପଣଙ୍କର, ତେବେ ଆପଣା ପାସୱାର୍ଡ଼ ଦେଇ ସେଗୁଡ଼ିକ ନିଜର ବୋଲି ନିଶ୍ଚିତ କରିଦିଅନ୍ତୁ ।",
	"centralauth-merge-step2-submit": "ଲଗଇନ ସୁଚନା ଠିକ ବୋଲି ଜଣାନ୍ତୁ",
	"centralauth-merge-step2-title": "ଆହୁରି ବେଶୀ ଖାତା ଠିକକରିବା",
	"centralauth-merge-step3-detail": "ଆପଣ ଏବେ ମିଳିତ ଖାତା ଖୋଲିପାରିବେ, ଯେଉଁଥିରେ ଏହିସବୁ ଉଇକି ରହିବ:",
	"centralauth-merge-step3-submit": "ଖାତାଗୁଡ଼ିକୁ ମିଳାଇଦେବା",
	"centralauth-merge-step3-title": "ମିଳିତ ଖାତା ଖୋଲନ୍ତୁ",
	"centralauth-merge-welcome": "'''ଆପଣଙ୍କ ସଭ୍ୟ ଖାତାଟି ଏଯାଏଁ {{int:Centralauth-groupname}}ର ଏକାକୀକରଣ ଲଗ ଇନ ସୁବିଧା ଭିତରକୁ ଘୁଞ୍ଚାଯାଇନାହିଁ ।'''\n\nଯଦି ଆପଣ ଆପଣା ଖାତାସବୁକୁ ଘୁଞ୍ଚାଇବାକୁ ଚାହାନ୍ତି, ତେବେ ଏକା ଇଉଜର ନାମ ଓ ପାସୱାର୍ଡ଼ ବ୍ୟବହାର କରି ଆପଣ {{int:Centralauth-groupname}}ର ସବୁଯାକ ପ୍ରକଳ୍ପରେ ବିବିଧ ଭାଷାରେ ଲଗ ଇନ କରି ପାରିବେ ।\n\nଯଦି ଆଗରୁ କେହିଜଣେ ଆଉ କେଉଁ ଉଇକିରେ ଆପଣଙ୍କ ଇଉଜର ନାମ ନେଇଯାଇଥିବ ତେବେ ବି କିଛି ଅସୁବିଧା ନାହିଁ, କିନ୍ତୁ ଏହା ପରେ ଆପଣଙ୍କୁ ଜଣେ ପରିଛାଙ୍କ ସହଯୋଗରେ ଏହାକୁ ଠିକ କରିବାରେ ସାହାଯ୍ୟ କରିବ ।",
	"centralauth-mergeaccount-desc": "[[Special:MergeAccount|ଅନେକଗୁଡ଼ିଏ ଖାତା]]କୁ ମିଶାଇ ଗୋଟିଏ ଲଗ-ଇନ କରିବା",
	"centralauth-minutes-ago": "$1 {{PLURAL:$1|ମିନିଟ|ମିନିଟ}} ଆଗରୁ",
	"centralauth-months-ago": "$1 {{PLURAL:$1|ମାସ|ମାସ}} ଆଗରୁ",
	"centralauth-newgroup-intro": "ଏକ ନୂଆ ଗୋଠକୁ ଅନୁମତି ଦେବା ନିମନ୍ତେ ଆପଣ ଏହି ଫର୍ମ ଟି ବ୍ୟବହାର କରିପାରିବେ ।\nଜାଣିରଖନ୍ତୁ ଯେ ଯେତେ ଯାଏଁ ଏକ ଗୋଟାକୁ ଅନୁମତି ମିଳିନାହିଁ ସେତେ ଯାଏଁ ଏହା ତିଆରି ହୋଇନାହିଁ ।",
	"centralauth-newgroup-legend": "ନୂଆ ଗୋଠଟିଏ ତିଆରିବେ",
	"centralauth-not-owner-text": "\"$1\" ଇଉଜର ନାମଟି ଆପେଆପେ $2ର ମାଲିକଙ୍କୁ ଦିଆଯାଇଅଛି ।\n\nଯଦି ସେହି ଜଣକ ଆପଣ ତେବେ ଆପଣ ଏଠାରେ ମୂଳ ପାସବାର୍ଡ଼ଟିକୁ ଦେଇ ଲଗ ଇନ ଏକାକୀକରଣ ପ୍ରକ୍ରିୟାକୁ ସାରିପାରିବେ:",
	"centralauth-notice-dryrun": "ଖାଲି ଦେଖିବା ପାଇଁ",
	"centralauth-prefs-count-attached": "ଆପଣଙ୍କ ଖାତା $1ଟି ପ୍ରକଳ୍ପ {{PLURAL:$1|ସାଇଟ|ସାଇଟ}}ରେ ସଚଳ ଅଛି ।",
	"centralauth-prefs-count-unattached": "$1 {{PLURAL:$1|ପ୍ରକଳ୍ପ|ପ୍ରକଳ୍ପ  ସମୂହ}}ରେ ଥୟ କରାଯାଇନଥିବା ଖାତା ସବୁ ଆପଣଙ୍କ ନାମରେ ରହିଅଛି ।",
	"centralauth-prefs-detail-unattached": "ଏହି ପ୍ରକଳ୍ପ ସାଇଟଟି ବିଶ୍ଵ ଖାତାର ବୋଲି ଏଯାଏଁ ଥୟ କରାଯାଇନାହିଁ ।",
	"centralauth-prefs-manage": "ଆପଣା ବିଶ୍ଵ ଖାତାର ପରିଚାଳନା କରିବେ",
	"centralauth-prefs-not-managed": "ଏକାକୀକରଣ କରାଯାଇଥିବା ଖାତା",
	"centralauth-prefs-status": "ଜଗତୀକରଣ ଖାତାର ସ୍ଥିତି:",
	"centralauth-prefs-unattached": "ଥୟ କରାଯାଇନଥିବା",
	"centralauth-prefs-view": "ବିଶ୍ଵ ସଭ୍ୟ ବିବରଣୀ ଦେଖିବେ",
	"centralauth-readmore-text": ":''[[m:Special:MyLanguage/Help:Unified login|'''ମିଶା ଲଗ ଇନ''' ବାବଦରେ ଅଧିକ ଜାଣନ୍ତୁ]]…''",
	"centralauth-readonly": "CentralAuth ଡାଟାବେସ କିଳାଯାଇଛି",
	"centralauth-readonlytext": "CentralAuth ଡାଟାବେସଟି ବୋଧେ ନିତିଦିନିଆ ରକ୍ଷଣାବେକ୍ଷଣା ପାଇଁ ଏବେ ନୂଆ ନିବେଶ କରିବାରୁ ଓ ଅନ୍ୟାନ୍ୟ  କରିବାରୁ କିଳାଯାଇଛି, ତାହାପରେ ଏହା ସାଧାରଣ ଅବସ୍ଥାକୁ ଫେରିଜୀବ ।",
	"centralauth-renameuser-merged": "$1 ସଭ୍ୟଜଣକ ଏକାକୀକାରଣ ଲଗ ଇନ ସୁବିଧାକୁ ଘୁନ୍ଚି ଯାଇଅଛନ୍ତି ।\nଏହାକୁ ବଦଳାଇଲେ ସ୍ଥାନୀୟ ସଭ୍ୟ ଖାତା ବିଶ୍ଵ ଏକାକିକର୍ନ କ୍ଷତରୁ ଅଲଗା ହୋଇଯିବ ।",
	"centralauth-renameuser-reserved": "$2 ସଭ୍ୟଜଣକ ଏକ ବିଶ୍ଵ ଖାତା ପାଇଁ ସାଇଟହୋଇ ରହିଅଛି ।",
	"centralauth-rightslog-entry-groupperms": "$1 ପାଇଁ ଗୋଠ ଅନୁମତି $2 ରୁ $3କୁ ବଦଳାଇଦିଆଗଲା",
	"centralauth-rightslog-header": "ଏହି ଇତିହାସରେ ଏକାକୀକରଣ କରା ଜଗତୀକରଣ ଗୋଠର କାମ ଯଥା: ସଭ୍ୟ ପଦ ଓ ଅନୁମତି ବଦଳ ରହିଅଛି",
	"centralauth-rightslog-name": "ବିଶ୍ଵ ଅଧିକାର ଇତିହାସ",
	"centralauth-rightslog-set-optin": "ବିକଳ୍ପ ଭିତ୍ତିକ",
	"centralauth-rightslog-set-optout": "ବାହାର ବିକଳ୍ପ ଭିତ୍ତିକ",
	"centralauth-ro": "ଗ୍ଲୋବାଲ ଏକାଉଣ୍ଟ ସୂଚନା",
	"centralauth-seconds-ago": "$1 {{PLURAL:$1|ସେକେଣ୍ଡ|ସେକେଣ୍ଡ}} ଆଗରୁ",
	"centralauth-state-mismatch": "ଅସୁବିଧା: ଏହି ସଭ୍ୟଙ୍କ ପାଇଁ ଏକ ସମ୍ପାଦନା ଦ୍ୱନ୍ଦ ଉପୁଜିଛି । ନିଜର ସମ୍ପାଦନା ପରଖି ଆଉଥରେ ଚେଷ୍ଟା କରନ୍ତୁ",
	"centralauth-token-mismatch": "କ୍ଷମା କରିବେ, ଅଧିବେସନ ନଷ୍ଟ ହୋଇଯିବା ହେତୁ ଆମ୍ଭେ ଆପଣଙ୍କର ଫର୍ମ ପଠାଇବାକୁ ଆଗେଇପାରିଲୁ ନାହିଁ ।",
	"centralauth-years-ago": "$1 {{PLURAL:$1|ବର୍ଷ|ବର୍ଷ}} ଆଗରୁ",
	"globalgroupmembership": "ବିଶ୍ଵଶ୍ରେଣୀର ଗୋଠମାନଙ୍କରେ ସଭ୍ୟପଦ",
	"globalgrouppermissions": "ବିଶ୍ଵ ଗୋଠ ପରିଚାଳନା",
	"globalusers": "ଗ୍ଲୋବାଲ ଏକାଉଣ୍ଟ ତାଲିକା",
	"mergeaccount": "ଲଗ-ଇନ ଏକାକୀକରଣ ସ୍ଥିତି",
	"multilock": "ଏକାଧିକ ଗ୍ଲୋବାଲ ଏକାଉଣ୍ଟକୁ ବନ୍ଦ କରନ୍ତୁ",
	"right-centralauth-lock": "ବିଶ୍ଵ ଖାତାତିକୁ କିଳିବେ ଅବା ଲୁଚାଇବେ",
	"right-centralauth-merge": "ତାହାଙ୍କର ଖାତାକୁ ଯୋଡ଼ିଦେବେ",
	"right-centralauth-suppress": "ଜାଗତିକ ଖାତାଟିକୁ ଚପାଇରଖିବେ କିମ୍ବା ଲୁଚାଇବେ",
	"right-centralauth-unmerge": "ଯୋଡ଼ି ରହିଥିବା ବିଶ୍ଵ ଖାତାକୁ ଅଲଗା କରିଦେବେ",
	"right-globalgroupmembership": "ବିଶ୍ଵଶ୍ରେଣୀର ଗୋଠମାନଙ୍କରେ ସଭ୍ୟପଦ ବଦଳାଇବେ",
	"right-globalgrouppermissions": "ବିଶ୍ଵ ଗୋଠ ପରିଚାଳନା କରିବେ"
}
